ପୁଣି ଫେରିବ କୃଷି ଆଇନ୍ !
ପ୍ରାୟ ବର୍ଷେ କାଳ ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଛି କୃଷି ଆଇନ । ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ପ୍ରଚଣ୍ଡ ବିରୋଧ ଓ ଜୋରଦାର ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଥିବା ବିବାଦୀୟ କୃଷି ଆଇନ୍ ଏବେ ପୁଣି ଥରେ ଆସିବ । ଏହି କୃଷି ଆଇନ୍କୁ ପୁଣି ଥରେ ସଂସଦରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ମହରାଷ୍ଟ୍ରରେ ଏକ ସଭାରେ ଯୋଗ ଦେଇ ସେ ଏହା କହିଛନ୍ତି […]