ନୂଆ ଯୁଗର ଅୟାରମ୍ଭ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ…
ଆଜିଠୁ ଆରମ୍ଭ ହେଲା ମୋହନ ମାଝୀଙ୍କ ଯୁଗ । ଦୀର୍ଘ ୨୪ ବର୍ଷର ନବୀନ ଯୁଗର ଅବସାନ ଘଟାଇ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶ୍ରୀଯୁକ୍ତ ମୋହନ ମାଝୀ । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା । ବିଜେପିର ଏବି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ […]