ଆନ୍ଧ୍ର ରେଜିଷ୍ଟ୍ରେସନ ନମ୍ବରଯୁକ୍ତ ଅଟୋରେ ଚୋରା ମଦ କାରବାର…
କୋରାପୁଟ : କୋରାପୁଟ ଜିଲ୍ଲାର ମାଓ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ ବ୍ୟବସାୟ କାରବାର । ଏ ନେଇ କୋରାପୁଟ ଅବକାରୀ ଆରକ୍ଷୀ ଅଧିକ୍ଷକ ଅରୁଣ ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ନାରାୟଣପାଟଣା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ନିଲମଣୀ ଲାହାଝାଲଙ୍କ ନେତୃତ୍ବରେ ଏଏସ୍ଆଇ ଅମୋର କୁମାର ବିଷୋୟୀ ଏବଂ ତାଙ୍କ କର୍ମଚାରୀ ମିଶି ତଳଗୁମାଣ୍ଡି ରାସ୍ତା ପାର୍ଶ୍ବରେ ଚୋରା ମଦ ବ୍ୟବସାୟଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଚୋରା ମଦ ବେପାରୀଙ୍କୁ […]