ସାଉଥ କୋରିଆସ୍ଥିତ ସାଂସ୍କୃତିକ ଉତ୍ସବରେ ଡ଼. ରୋଜାଲିନ
ଭୁବନେଶ୍ୱର, (ଏଫ୍ଟୁଏସ୍) : ସାଉଥ କୋରିଆସ୍ଥିତ ପ୍ରସିଦ୍ଧ ‘ନାମି’ ଆଇଲ୍ୟାଣ୍ଡରେ ସାରଙ୍ଗ ଫେଷ୍ଟିଭାଲରେ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି । ପ୍ରତିବର୍ଷ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ନାମି ଆଇଲ୍ୟାଣ୍ଡରେ କଳା ଓ ସଂସ୍କୃତିକୁ ନେଇ ଏଭକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏଥିରେ ବିଭିନ୍ନ ଦେଶରୁ ପ୍ରତିନିଧିମାନେ ଯୋଗ ଦେଇଥାନ୍ତି । ଭାରତ ଓ କୋରିଆ ବନ୍ଧୁତ୍ୱପୂର୍ଣ୍ଣ ଫୋରମ ଆନୁକୂଲ୍ୟରେ ଚଳିତବର୍ଷ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର […]