ଚଳିତ ବର୍ଷ ମହିଳା ପୁଲିସଙ୍କୁ ସମ୍ମାନ ଦେବ “ନମନ-୨୦୨୩’…
ଭୁବନେଶ୍ୱର, ୦୬/୧୨ (ଅଭିଜିତ୍ ସିଂ) : ଓଡିଶାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ନମନ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଅଗ୍ରଣୀ ପ୍ରତିଷ୍ଠାନ ହ୍ୱାଇଟ କାନଭାସ, ପୋପା ଏବଂ ସ୍ମାଇଲ ପ୍ଲିଜ଼ ଟ୍ରଷ୍ଟ ସହଯୋଗରେ ଆଗାମୀ ଡିସେମ୍ବର ୯ ତାରିଖ ଶନିବାର ଦିନ ସପ୍ତମ ବାଟାଲିୟନ ପରିସରରେ ୨ୟ ନମନ – ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ଆୟୋଜିତ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରାଯାଇଛି । ନମନ ପୁଲିସ ଭାଇ ଭଉଣୀ ତଥା […]