ନାଫେଡ୍ ମାଧ୍ୟମରେ ପିଆଜ ବିକ୍ରୟ, କିଲୋଗ୍ରାମ ପିଛା ୩୫ ଟଙ୍କାରେ ବିକ୍ରି ହେଲା ପିଆଜ…
ଭୁବନେଶ୍ୱର, (ଏଫ୍ଟୁଏସ୍) : ରାଜ୍ୟରେ ପିଆଜର ମୂଲ୍ୟ ବୃଦ୍ଧି ପାଉଥିବା ଦୃଷ୍ଟିରୁ ନାଫେଡ୍ ମାଧ୍ୟମରେ ସରକାର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଛନ୍ତି । ଗତ ଦୁଇଦିନ ଧରି ନାଫେଡ୍ ଦ୍ୱାରା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଖାଉଟିମାନଙ୍କୁ ନାଫେଡ୍ ଦ୍ୱାରା ପିଆଜ ବଣ୍ଟନ କରାଯାଉଛି । ଜଟଣୀ, ମଙ୍ଗଳପୁର, ନିଆଳି, ଫୁଲନଖରା, ଡମଣା, ପିପିଲି, ନିମାପଡ଼ା, ବାଲିଅନ୍ତା, ବାଲିପାଟଣା, ରଘୁନାଥପୁର, ବାରଙ୍ଗ, ୟୁନିଟ୍-୪, ଲକ୍ଷ୍ମୀସାଗର, କଳ୍ପନା ଛକ, ରୂପାଲି ଛକ, ନାଫେଡ଼୍ କାର୍ଯ୍ୟାଳୟ, […]