ଦୀପାଳି ହେଲେ ନୂଆ ମଙ୍ଗୁଆଳ । ଝାରସୁଗୁଡା ମଙ୍ଗ ଧରିବେ ଦୀପାଳି ଦାସ
ଝାରସୁଗୁଡା ଉପ-ନିର୍ବାଚନରେ ଫେଲ୍ ମାରିଲା ବିଜେପି ଆଉ କଂଗ୍ରେସ ଅଙ୍କ କଷା । ସମସ୍ତଙ୍କୁ ପଛରେ ପକାଇ ରେକର୍ଡ କଲେ ସ୍ବର୍ଗତଃ ନବ ଦାସଙ୍କ ସୁପୁତ୍ରୀ ଦୀପାଳି ଦାସ । ଦୀପାଳି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮, ୭୨୧ ଖଣ୍ତ ଭୋଟରେ ପରାସ୍ତ କରିଛନ୍ତି । ଦୀପାଳିଙ୍କୁ ମୋଟ ୧ ଲକ୍ଷ ୭ହଜାର ୧୯୮ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୪୭୭ ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ […]