ପ୍ରୋପ୍ୟାକ ଓଡ଼ିଶା ୨୦୨୨ ଓ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍-୨୦୨୨ ଉଦଯାପିତ
“ପ୍ରୋପ୍ୟାକ ଓଡ଼ିଶା-୨୦୨୨”ର ଉଦଯାପନୀ ଉତ୍ସବରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏମ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା କରିବାକୁ ଯୋଜନା ରଖିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜମି, ବିଦ୍ୟୁତ ଏବଂ ଜଳ ସମେତ ବିଭିନ୍ନ ଭିତ୍ତିଭୂମିକୁ ସହାୟତା ଯୋଗାଇବା ନିମନ୍ତେ ଇଡ଼କୋକୁ ୪୫୦ କୋଟି ଟଙ୍କାରୁ ଅଧିକ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ମହାମାରୀ କାରଣରୁ ବିଗତ ଦୁଇ ବର୍ଷ ଇଣ୍ଡଷ୍ଟ୍ରିଆଲ ସେକ୍ଟର ପାଇଁ ଅତ୍ୟନ୍ତ କଷ୍ଟକର ଥିଲା, ବିଶେଷ କରି […]