ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ପକ୍ଷରୁ ଖାଉଟି ଦୋକାନ ଉଦଘାଟିତ…
କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ନାରାୟଣୀ ଛକରେ ଓଡିଶା ରାଜ୍ୟ ସମବାୟ ସମିତି ଲିଃ ପକ୍ଷରୁ ଗୋଟିଏ ଦୋକାନ ଖୋଲାଯାଇଛି । ଏହି ଖାଉଟି ଦୋକାନଟିକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ଭଗବାନ ମହାନ୍ତି, ଡଃ ଜିତେନ କୁମାର ଜେନା, କନ୍ଧମାଳ ଜିଲ୍ଲାର ଓଡିଶା ଲେବର କର୍ପୋରେଟର କର୍ମକର୍ତ୍ତା ତଥା ଫୁଲବାଣୀ ଇନଚାର୍ଜ କାହ୍ନୁ […]