ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ଓ କମଳନାଥଙ୍କ ମଧ୍ୟରେ ଲଢେଇ
ଭୋପାଳ, ୧୭/୧୧ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯର୍୍ୟାୟ ଭୋଟ ଗ୍ରହଣ ହୋଇଛି । ଶୁକ୍ରବାର ସମସ୍ତ ୨୩୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଛି । ରାଜ୍ୟର ବହୁ ହେଭିୱେଟ ନେତାଙ୍କ ଭାଗ୍ୟର ଫଇସଲା କରୁଛନ୍ତି ଜନତା ।ମଧ୍ୟପ୍ରଦେଶରେ ମୋଟ ୨ ହଜାର ୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୬୪ ହଜାର ୬୨୬ ମତଦାନ କେନ୍ଦ୍ରରେ ୫କୋଟି ୬୦ହଜାର ମତଦାତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । […]