ଲୋକଙ୍କ ସମସ୍ୟା ଶୁଣି ସ୍ଥାୟୀ ପ୍ରତିକାର ପାଇଁ ବାଟ କାଢିଲେ ସାଂସଦ…
କୋଦଳା, (ଏଫ୍ଟୁଏସ୍/ବାପୁନି କୁମାର ମାଲୁ) : କୋଦଳା ଏନ୍ଏସି ଅନ୍ତର୍ଗତ ୱାର୍ଡ ନମ୍ବର ୧ ବି.ନୂଆପଲୀ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଆସ୍କା ସାଂସଦ ଅନିତା ଶୁଭଦର୍ଶନୀଙ୍କୁ ବି.ନୂଆପଲୀ ଗ୍ରାମବାସୀମାନେ ସ୍ୱାଗତ ଜଣାଇଥିଲେ । ଆୟୋଜିତ ସଭାରେ ବି.ନୂଆପଲୀ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ସାଂସଦଙ୍କ ସମ୍ମୁଖରେ ଗ୍ରାମର ବିଭିନ୍ନ ସମସ୍ୟାକୁ ଉପସ୍ଥାପନା କରିଥିଲେ । ଅଭିଯୋଗ ଅନୁଯାୟୀ କୋଦଳା ଏନ୍ଏସି ଅନ୍ତର୍ଗତ ଏକ ନମ୍ବର ୱାର୍ଡରେ ଏକ […]