ଟ୍ରେଣ୍ଟିଂ ଦେଶ ବିଦେଶ

ଆଉ କେତେ ନିର୍ଭୟା, ଅଭୟା କ୍ରୂର ମାନସିକତାର ଶିକାର ହେବେ ?

ନିର୍ଭୟା ପରେ ପରେ ଅଭୟା । ଭୁଲ୍ କାହାର ? କାହିଁକି ଏ ଦେଶରେ ଜଣେ ନାରୀ ସୁରକ୍ଷିତ ନୁହେଁ ? ଆଉ କେତେ ନିର୍ଭୟା ନ୍ୟାୟ ପାଇଁ ଲମ୍ବା ପ୍ରତୀକ୍ଷା କରିବେ ? ଆଉ କେତେ ଅଭୟା ଏଭଳି ହିଂସାର ଶିକାର ହେବେ ? ସମ୍ବାଦର ଶିରୋନାମା ଖବର ପାଲଟିଗଲାଣି ନାରୀ ନିର୍ଯାତନା ଘଟଣା । ନିର୍ଭୟା-୧, ନିର୍ଭୟା-୨, ଅଭୟା-୧ ଆହୁରି ଅନେକ । କେବଳ ନାମ ବଦଳୁଛି । ଦେଶରେ ନାରୀ ନିର୍ଯାତନାର ପରିସ୍ଥିତି […]