ମଦର୍ସ ପବ୍ଲିକ୍ ବିଦ୍ୟାଳୟରେ ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେବେ ଏହଶାନ୍ ନୁରାନି
ଭୁବନେଶ୍ୱର: ମଦର୍ସ ପବ୍ଲିକ୍ ସ୍କୁଲ୍ ଏବଂ ପ୍ରଖ୍ୟାତ ସଙ୍ଗୀତଜ୍ଞ ଏହଶାନ ନୁରାନିଙ୍କ ମୁ୍ୟଜିକାଲ କମ୍ପାନୀ ଟୋରିନ୍ସ ମଧ୍ୟରେ ଏକ ସହଭାଗିତା ହୋଇଛି । ଏଣିକି ମଦର୍ସ ପବ୍ଲିକ୍ ସ୍କୁଲ୍ରେ ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେବେ ଏହଶାନ୍ ନୁରାନିଙ୍କ ମୁ୍ୟଜିକାଲ କମ୍ପାନୀ । ଏ ନେଇ ଏହଶାନ ଓ ତାଙ୍କ ବ୍ୟାଣ୍ଡ ପାହାଳ ଓ ୟୁନିଟ୍ ୧ ସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲ୍ କ୍ୟାମ୍ପସ୍ଗୁଡିକରେ ଛାତ୍ରଛାତ୍ରୀଙ୍କ ସହ ପ୍ରଦର୍ଶନ କରିଛନ୍ତି । ଏହି ରେମାଂଚକର ପ୍ରଦର୍ଶନରେ ବିମୋହିତ ହୋଇଛନ୍ତି […]