ଓଡିଶା

ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାତୃ ଦିଵସ ପାଳିତ

ଗଜପତି : ଗଜପତି ଜିଲ୍ଲା ସ୍ଥାନୀୟ ୟୁଟେକ୍ କମ୍ପ୍ୟୁଟର ଏଡୁକେସନ ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମାତୃ ଦିବସ କଳ୍ପନା ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମାଆକୁ ସମ୍ମାନ ଜାତିକୁ ସମ୍ମାନ । ମା ସର୍ବଂସହା । ମାର ମମତା, ସ୍ନେହ, ତ୍ୟାଗ, ପ୍ରେମ ହେଉଛି ଅନନ୍ତ, ଅମାପ । ତାରି ଡୋରୀରେ ବନ୍ଧା ଏ ଜଗତ, ତା ବିନା ଆମର ନାହିଁ ଅସ୍ତିତ୍ବ ବୋଲି ବକ୍ତାମାନେ କହିଥିଲେ । କାର୍ଯ୍ୟକ୍ରମରେ ଡ଼ ପ୍ରଦୀପ ମହାପାତ୍ର ସି.ଡି.ଏମ୍.ଓ […]

ଓଡିଶା ଟ୍ରେଣ୍ଟିଂ

ମା’ଙ୍କ ପାଇଁ ଦିନଟିଏ ନୁହେଁ ବରଂ ମା’ଙ୍କ ପାଇଁ ହୃଦୟଟିଏ …

ମା’….. ତୋ ପାଇଁ କ’ଣ ଲେଖିବି । ଆଜି ହେଉଛି ମାତୃତ୍ୱ ଦିବସ । ମା ପାଇଁ ଦିନଟିଏ, ଟ୍ୟାଗ୍ ଲାଇନ ଦେଇ ଅନେକ ଲୋକ ଅନେକ କିଛି ଲେଖି ସାରିଲେଣି । ଏତେ ସବୁ ଲେଖା ଭିତରେ ମୁଁ ଆଉ ଅଧିକା କଣଟା ବା ଲେଖିବି । ଆଉ ଏମିିତିରେ ବି ମା’ ଶବ୍ଦର ଗଭୀରତାକୁ ବୁଝିବା ପାଇଁ ମୁଁ ଏତେ ବଡବି ହୋଇନି ।ମା’ ହେଉଛି ସମର୍ପଣ, ତ୍ୟାଗର ମୂର୍ତ୍ତି । ଦୁନିଆର ସବୁଠାରୁ […]

ଓଡିଶା

ଜାତିପ୍ରଥା ସାଜିଛି ବଇରୀ । ମା’ର ଶବ ଖୋଜୁଛି ନ୍ୟାୟ । ଶବ ସତ୍କାର ହେଇଗଲା, ହେଲେ ଏବେବି ଅନ୍ଧନୀତି ବଞ୍ଚି ରହିଗଲା…

ମା’ର ଶବ ଖୋଜୁଛି ନ୍ୟାୟ । ସମାଜରେ ଜାତିପ୍ରଥାକୁ ନେଇ ଏ କି ପ୍ରକାର ନିୟମ ଚାଲିଛି । ଏକବିଂଶ ଶତାବ୍ଦୀରେ ଆମେ ବଞ୍ଚୁଛେ, ଯେଉଁଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ ବୋଲି କହୁଛେ । ହେଲେ ଏହାକୁ ଆମେ କେତେ ମାନୁଛେ । ଘର ଭିତରେ ଶବ ହୋଇ ପଡିରହିଥିଲା ମା’ । ହେଲେ ଝିଅ ଅନ୍ୟ ଜାତିରେ ବିବାହ କରିଛି ବୋଲି ମା’ର ଶବକୁ ଛୁଇଁବାକୁ ଦେଲେନି ଗାଁ ଲୋକ […]