ଓଡିଶା

ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ମୋହନ ଛାଟ କେବେ ?

ପ୍ରଶ୍ନ କଲେ AICWC ର ରାଜ୍ୟ ଉପସଭାପତିକନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବିଭାଗରେ ଦୀର୍ଘ ବର୍ଷ ଧରି ଗାଦି ମାଡି ବସିଥିବା ଦୁର୍ନୀତିଖୋର ଅଧିକାରୀଙ୍କ ବଦଳି କେବେ ବୋଲି ପ୍ରଶ୍ନ କରିଛନ୍ତି AICWCର ରାଜ୍ୟ ଉପସଭାପତି କୁନା ଦିଗାଲ । କନ୍ଧମାଳ ଜିଲ୍ଲା ହେଉଛି ଏକ ଆଦିବାସୀ ପ୍ରବଣ ଜିଲ୍ଲା । ଦୁର୍ନୀତିଖୋର ଅଧିକାରୀଙ୍କ ପାଦୁର୍ଭାବ ଯୋଗୁଁ ଅନେକ ସମୟରେ ଜିଲ୍ଲାର ବହୁ ଗରିବ ନିରୀହ ଜନ ସାଧାରଣ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ […]

ଓଡିଶା

୧୦୦ ଦିନର ରିପୋର୍ଟ କାର୍ଡ ଦେଲେ ଏବଂ ବିଜେଡି ସରକାରକୁ ଦୃଢ ନିନ୍ଦା କଲେ ମୋହନ ସରକାର…

ରାଜ୍ୟରେ ମୋହନ ସରକାରକୁ ପୂରିଛି ୧୦୦ ଦିନ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ୧୦୦ ଦିନର ହିସାବ ଦେଇଛନ୍ତି । କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ କ୍ୟାବିନେଟ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ, ସାଂସଦ ଓ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥିଲେ । ସରକାରର ଶହେ ଦିନ ଭିତରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଛି । ଏହାସହ ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସୁଭଦ୍ରା ଯୋଜନାରେ […]

ଓଡିଶା

ଘରେ ଘରେ ପହଞ୍ଚିବ ସୁଭଦ୍ରା ଗାଇଡଲାଇନ୍…ରାଜ୍ୟରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ…

ରାଜ୍ୟରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ । ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁଭଦ୍ରା ଯୋଜନା ହେଉଛି ଏକ ଯୁଗାନ୍ତକାରୀ ଯୋଜନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର୍ ସୁଲୋଚନା ଦାସ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ […]