୯ ବର୍ଷର ଯାତ୍ରା ବଖାଣୁଛି ଭାରତୀୟ ଜନତା ପାର୍ଟି । ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନାକୁ ପାଥେୟ କରି ଆଗେଇଛି ବିଜେପି…
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରରେ ମୋଦି ଶାସନର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମଳନୀ ସ୍ଥାନୀୟ ଶୋଭା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମଳନୀରେ ଝାଡଖଣ୍ଡର ପୂର୍ବତନ ଜିଲ୍ଲା ସଭାପତି ଦିନେଶ ଆନନ୍ଦ ଗୋସ୍ୱାମୀ ଯୋଗ ଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନାକୁ ପାଥେୟ କରି ବିଗତ ୯ ବର୍ଷରେ […]