ଦୁର୍ନୀତିର ଗନ୍ତାଘର ପଳନା ପଞ୍ଚାୟତ…
ଧର୍ମଗଡ, ୨/୨ (ନିକୁଞ୍ଜ ଚଲାନ) : ରାଜ୍ୟ ସରକାର ଗ୍ରାମାଂଚଳର ଲୋକଙ୍କୁ ଦାଦନ ମୁହାଁ ହେବାରୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରି ଶ୍ରମିକ ମାନଙ୍କୁ ଶହେ ଦିନର କାମ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ରାଜ୍ୟରେ ଥିବା କିଛି ଅସାଧୁ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତିଖୋର ନୀତି ଯୋଗୁଁ ବହୁବିଧ ଯୋଜନାର ବାଟ ମାରଣା ହେଉଥିବା ଅଭିଯୋଗ ଆସିଛି । ଏହିଭଳି ଅଭିଯୋଗ ଆସିଛି […]