ପୂଜା ପାଇଁ ବ୍ରାହ୍ମଣ ଖୋଜିବା ହେଲା ସହଜ । ଆସିଲା MoPujari.Com
ଭୁବନେଶ୍ବର : ଭୁବନେଶ୍ବରରେ ପୂଜାରୁ ଖୋଜିବା ହେଲା ସହଜ । ଏଣିକି ପୂଜାକର୍ମଣ ପାଇଁ ଗୋଟିଏ କ୍ଲିକରେ ଘରେ ପହଞ୍ଚିବେ ପୂଜାରୀ । ଖାରବେଳ ନଗରସ୍ଥିତ ଗିରିଦୁର୍ଗା ମନ୍ଦିରରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପୂଜାରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ ହେଲା ଜୟ ଓଡ଼ିଶାର ନୂତନ ପ୍ରୟାସ MoPujari.Com ୱେବସାଇଟ । କାର୍ଯ୍ୟକ୍ରମରେ ଅନୁଷ୍ଠିତ ଯଜ୍ଞ ପରେ ଉପସ୍ଥିତ ସମସ୍ତ ପୂଜାରୀଙ୍କୁ “ତୁଳସୀ” ଗଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ସେମାନେ “ମୋ ତୁଳସୀ ଯାତ୍ରା”ରେ ସାମିଲ ହୋଇ […]