କଂସଙ୍କ ରାଜୁତିରେ ଥରହର ହେବ ମଥୁରା ନଗରୀ…
ଆଜିଠାରୁ ବରଗଡରେ ଚାଲିବ କଂସ ମହାରାଜଙ୍କ ଶାସନ । ଦୀର୍ଘ ୧୧ ଦିନ ଧରି ଶାସନ କରିବେ କଂସ ମହାରାଜ । ବରଗଡରେ ଆରମ୍ଭ ହେଉଛି ୭୫ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ହୀରକ ଜୟନ୍ତୀ ପାଳନ କରୁଥିବାରୁ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି । ଆଜିଠୁ ବରଗଡ଼ ସହର ପାଲଟିଯିବ ମଥୁରା ନଗରୀ, ସେହିପରି ଅମ୍ବାପାଲି ପାଲଟିବ […]