ମିଶନ୍ ଶକ୍ତି ସ୍କୁଟର ଯୋଜନାରେ ସ୍କୁଟି ମିଳିବା ପୂର୍ବରୁ କଟିଲାଣି କିସ୍ତି
ଗଞ୍ଜାମ, ୧୮/୧୧ (ବାପୁନି କୁମାର ମାଲୁ) : ସ୍କୁଟି ନ ମିଳୁଣୁ ବ୍ୟାଙ୍କରୁ କଟିଲାଣି ସ୍କୁଟି କିସ୍ତି ଟଙ୍କା । ଯାହାକୁ ନେଇ ମିଶନ ଶକ୍ତି କାର୍ଯ୍ୟାଳୟରେ ଅଭିଯୋଗ କଲେ ହିତାଧିକାରୀ । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯାଉଛି । ତେବେ ଏହି ଯୋଜନାରେ ଏବେ ଅବ୍ୟବସ୍ଥା ଦେଖିବାକୁ […]