ମିଶନ ଶକ୍ତି କାଫେକୁ ଲୋକାର୍ପଣ କଲେ ବିଧାୟିକା…
ଗଞ୍ଜାମ , ୪/୧୨ (ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ମିଶନ ଶକ୍ତି କାଫେକୁ ଲୋକାର୍ପଣ କଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ମହିଳା ସଶକ୍ତିକରଣ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଏହି ଯୋଜନାରେ ଆଉ ପାଦେ ଆଗକୁ ଯାଇ ପ୍ରତି ବ୍ଲକରେ ମିଶନ ଶକ୍ତି କାଫେ କେନ୍ଦ୍ର ଖୋଲି ବ୍ଲକସ୍ତରୀୟ ସଂଘକୁ ଦାୟିତ୍ୱ ଦେଇଛନ୍ତି । ଯାହା ଫଳରେି ମହିଳା ମାନେ […]