ଓଡିଶା

ମିରାମ୍ବୀକା ପକ୍ଷରୁ ଅଭିପ୍ସା- ୨୦୨୪ ସମ୍ମାନ…

ଭୁବନେଶ୍ୱର : ବିଶ୍ୱ ମହିଳା ଦିବସ ଉପଲକ୍ଷେ ମିରାମ୍ବୀକା ସାମାଜିକ ଓ ସାଂସ୍କୃôତିକ ଅନୁଷ୍ଠାନ ପକ୍ଷରୁ ଅଭିପ୍ସା- ୨୦୨୪ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ହାସଲ କରିଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଛି । ଆତିଥ୍ୟ କ୍ଷେତ୍ରରେ ସୋନାଲୀ ସାହୁ, ଲାଇଫ୍ ହୋଟେଲ ମୁଖ୍ୟ, ଅଲମ୍ପିଆନ୍ କ୍ରୀଡାବିତ୍ ନମିତା ଟପୋ, ଅଭିନେତ୍ରୀ ଅନୁ ଚୌଧୁରୀ, ଚିକିତ୍ସା କ୍ଷେତ୍ରରେ ଡ. ସୁଜାତା କର, ସମାଜସେବା କ୍ଷେତ୍ରରେ ପରିଚୟ ଫାଉଣ୍ଡେସନ୍ ମୁଖ୍ୟ ଡ […]