ରାଜ୍ୟରେ ଉଦଘାଟିତ ହେବ ପ୍ରଥମ ମିଲକ୍ ବ୍ୟାଙ୍କ
ଆସନ୍ତା ଜାନୁଆରୀ ୨୬ରେ ଉଦଘାଟିତ ହେବ କ୍ୟାପିଟାଲ ହସ୍ପିଟାଲ ମିଲକ୍ ବ୍ୟାଙ୍କ । ଉଦଘାଟନ ପରେ ଏହା ରାଜ୍ୟର ପ୍ରଥମ ମିଲକ୍ ବ୍ୟାଙ୍କ ହେବ । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଡାକ୍ତର ଓ କର୍ମଚାରୀ ତାଲିମ ନେଇ ସାରିଛନ୍ତି । ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ଖୋଲିବ ଏହି ମିଲକ୍ ବ୍ୟାଙ୍କ । କ୍ୟାପିଟାଲ ହସ୍ପିଟାଲର ଶିଶୁ ୱାର୍ଡରେ ନିକଟରେ ଇନ୍ଫାଣ୍ଟ ଆଣ୍ଡ ୟଙ୍ଗ ଚାଇଲ୍ଡ ଫିଡିଂ ସେଣ୍ଟର୍ କାର୍ଯ୍ୟକ୍ଷମ […]