ଓଡିଶା

ପରପାରିରେ ଅଭିନେତା ମିହିର ଦାସଙ୍କ ସାନପୁଅ

ବ୍ୟୁରୋ: ଲୋକପ୍ରିୟ ଅଭିନେତା ସ୍ୱର୍ଗତ୍ ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୨୬ବର୍ଷ ହୋଇଥିଲା । ଲିଭର ଜନିତ ସମସ୍ୟା ନେଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଥିବାବେଳେ ତାଙ୍କର ପରଲୋକ ହୋଇଛି । କଟକ ସତୀଚଉରାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଅକ୍ଲାନ୍ତଙ୍କ ବଡ଼ ଭାଇ ଅମ୍ଲାନ ତାଙ୍କୁ ମୁଖାଗ୍ନି ଦେଇଥିଲେ ।  ୨୦୨୨ ମସିହା ଜାନୁଆରୀ […]

ଓଡିଶା ମନୋରଞ୍ଜନ

‘ତୋ ବିନା ଭଲ ଲାଗେନା’ …

ମିହିର ଦାସ । କେବଳ ନାମ ହିଁ ଯଥେଷ୍ଟ । ଓଡିଆ ଚଳଚିତ୍ର ଜଗତର ଖୋଲା ଆକାଶର ଉଜ୍ବଳମୟ ତାରକା ଥିଲେ ସେ । ଛୋଟ ପରଦା ହେଉ କି ବଡ ପରଦା ସବୁଠି ରହିଥିଲା ତାଙ୍କର କ୍ରେଜ୍ । ଲୋକେ ତାଙ୍କୁ ଯେ କେବଳ ନାୟକ ରୂପରେ ଗ୍ରହଣ କରିଛନ୍ତି ତାହା ନୁହେଁ ସେ ଖଳନାୟକ ଭୂମିକା ହେଉ ଅବା କମେଡିଆନ ସବୁ ଚରିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ଲୋକଙ୍କ ହୃଦୟକୁ ଜିଣିପାରିଛି । ଦର୍ଶକଙ୍କ […]

ଓଡିଶା ମନୋରଞ୍ଜନ

ଆରପାରିରେ ବର୍ଷିୟାନ ଅଭିନେତା ମିହିର ଦାସ

ପରଲୋକରେ ବର୍ଷିୟାନ ଅଭିନେତା ମିହିର ଦାସ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଓଲିଉଡର କାକା ଭାବେ ପରିଚିତ ଭେଟରାନ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ପ୍ରଥମ ଆର୍ଟ ଫିଲ୍ମ ‘ସ୍କୁଲ୍‌ ମାଷ୍ଟର’ରେ ଅଭିନୟ କରିବା ପରେ ସେ ଆଉ […]