ଓଡିଶା

ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ରାମଚନ୍ଦ୍ରପୁର ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ । ଏ ନେଇ ବିଇଓ କାର୍ଯ୍ୟାଳୟରେ ଦାବି ରଖିଛନ୍ତି ଉଭୟ ପକ୍ଷ । ରାମଚନ୍ଦ୍ରପୁର ବିଦ୍ୟାଳୟରେ ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଖାଦ୍ୟ ଯୋଗାଇ ଆସୁଛନ୍ତି । ଗୋଟେ ପଟେ ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଖାଦ୍ୟ ସଠିକ୍ ମାନର ରହିଥିବା ଦୃଢୋକ୍ତି ପ୍ରକାଶ କରିବା ସହ […]

ଓଡିଶା

ପେଟପୁରା ଖାଇବା ନ ମିଳିବାରୁ ଛାତ୍ରାବାସ ଛାଡିଲେ ଛାତ୍ର

କୋରାପୁଟ (ସୁନୀଲ ଦାଶ, ବିଘ୍ନେଶ୍ୱର ଷଡ଼ଙ୍ଗୀ): ବୈପାରିଗୁଡା ଅଞ୍ଚଳରୁ ଆସିଛି ବିକଳଚିତ୍ର । ବିଦ୍ୟାଳୟର ଛାତ୍ରାବାସରେ ପେଟ ପୁରା ଖାଇବା ନ ପାଇ ଛାତ୍ରାବାସ ଛାଡ଼ୁଛନ୍ତି ଛାତ୍ର । ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ଛାତ୍ରାବାସରୁ ଛାତ୍ର ବାହାରକୁ ଚାଲିଯାଉଛନ୍ତି ଅଥଚ ୱାଡେନ କି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଏ କଥା ଅଛପା ।  ବୈପାରିଗୁଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଭଳି ବିକଳ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ […]