ବାଲିଆପାଳ ବ୍ଲକରେ “ମୋ ମାଟି ମୋ ଦେଶ” ଉପଲକ୍ଷେ ଅମୃତ କଳସ ଯାତ୍ରା ଅନୁଷ୍ଠିତ…
ବାଲିଆପାଳ : ବାଲିଆପାଳ ବ୍ଲକରେ “ମୋ ମାଟି ମୋ ଦେଶ” ଉପଲକ୍ଷେ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକ୍ରମେ ଦିଲ୍ଲୀରେ ହେବାକୁ ଥିବା “ଅମୃତ ବାଟିକା”ପାଇଁ ବାଲିଆପାଳ ବ୍ଲକରେ ଖଗଡାପାଳ ଶିବ ମନ୍ଦିର ପ୍ରାଙ୍ଗଣରୁ “ମୋ ମାଟି ମୋ ଦେଶ” ପାଇଁ ସଂଗ୍ରହ ହୋଇଥିବା ମାଟି କଳସକୁ ମୁଣ୍ଡରେ ମୁଣ୍ଡାଇ ଖୋଳ କୀର୍ତନ ସହିତ ଭାରତ ମାତା କି ଜୟ ସ୍ଲୋଗାନ ଦେଇ ପଦଯାତ୍ରା ଆୟୋଜିତ ହୋଇଯାଇଛି […]