ପ୍ରସିଦ୍ଧ କୁମୁଡାହାଟ ମେଳଣ ଉଦଯାପିତ… ଭୋଗ ଖାଇବାକୁ ଶବର ପଲ୍ଲୀ ଗଲେ ରାଧାକୃଷ୍ଣ…
ସାଲେପୁର (ଅଭୟ ଜେନା): ପ୍ରସିଦ୍ଧ କୁମୁଡାହାଟ ମେଳଣ ଉଦଯାପିତ ହୋଇଯାଇଛି । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁହୁଣ୍ଡା ଗାଁର ପ୍ରସିଦ୍ଧ କୁମୁଡାହାଟ ମେଳଣ ହଜାର ବର୍ଷର ପ୍ରାଚୀନ ସାଂସ୍କୃତିକ ଉତ୍ସବ ଭାବେ ସ୍ୱତନ୍ତ୍ରତା ବଜାୟ ରଖି ଆସିଛି । କାହିଁ କେଉଁ ଆବାହମାନ କାଳରୁ, ଏହି ମେଲଣ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଆସୁଛି । ଶ୍ରୀ ଶ୍ରୀ ସପନେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରୁ କଲ୍ୟାଣପୁର ଗାଁର ଥାନପତିଙ୍କ ବିମାନ […]