ଦେଶ ବିଦେଶ

ମତଦାନ ଆରମ୍ଭରୁ ବିଜେପି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ବିଜେତା

ବ୍ୟୁରୋ ରିପୋର୍ଟ : ଆଜି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ହେଉଛି ମତଦାନ । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ମେଘାଳୟ ବିଧାନସଭାର ୬୦ଟି ଆସନରୁ ୫୯ଟି ଆସନ ପାଇଁ ଲଢେଇ ଜାରି ରହିଛି । ପୂର୍ବତନ ମେଘାଳୟର ମନ୍ତ୍ରୀ ତଥା ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଲିଙ୍ଗଡୋହଙ୍କ ମୃତ୍ୟୁ ପରେ ସୋହିଓଙ୍ଗ ଆସନରୁ ଭୋଟ୍ ଗ୍ରହଣ ବନ୍ଦ ରହିଛି । ସେହିପରି ନାଗାଲାଣ୍ଡର ଅକୁଲୁଟୋ […]