ଓଡିଶା

ଭୀମଭୋଇ ମେଡିକାଲ କଲେଜରେ ଅଘଟଣ, ଆରପାରିରେ ଡାକ୍ତରୀ ଛାତ୍ର

ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ଛାତ୍ରଙ୍କ ମୃତ୍ୟୁ । ସେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ଥିଲେ । ତାଙ୍କ ନାଁ ନିଶାନ୍ତ କୁମାର ଏବଂ ତାଙ୍କ ଘର ହରିଆଣାରେ ବୋଲି ସୂଚନା ମିଳିଛି । ନିଶାନ୍ତ କଲେଜର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ, ଆଜି ସେ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ । ହେଲେ କୌଣସି କାରଣରୁ ସେ ଛାତରୁ ଖସି […]