ମଣିଷ ଖାଇଲା ମଣିଷ ମାଂସ !
ମୟୂରଭଞ୍ଜ : ଭଗବାନଙ୍କ ଶ୍ରେଷ୍ଠ କୃତ୍ତି ହେଉଛି ମାନବ ସମାଜ । ହେଲେ ଆଜି ମାନବ ସମାଜ କେଉଁ ସ୍ତରରେ ଅଛି ତାହା ଜାଣିଲେ ଆପଣମାନେ ମଧ୍ୟ ବ୍ୟଥିତ ହୋଇଯିବେ । ଭୋକ ବିକଳ ହେଉ ଅବା ସମ୍ପତ୍ତି ଲୋଭରେ, ଆମେ ମଣିଷ ମଣିଷ ପ୍ରତି ଶତ୍ରୁତା ଆଚରଣ ଘଟଣା ବିଷୟରେ ଶୁଣିଥିବା । ହେଲେ ମଦ ନିଶାରେ ସଭ୍ୟ ସମାଜରେ ଜଣେ ମଣିଷ ଅନ୍ୟ ଜଣେ ମଣିଷର ମାଂସ ଖାଇବା ଘଟଣା କେତେ ବିକୃତ ତାହା […]