ଓଡିଶା

ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ୯୬ ପ୍ରତିଶତ । ପ୍ରକାଶ ପାଇଲା ଦଶମ ପରୀକ୍ଷା ଫଳ…

ପ୍ରକାଶ ପାଇଲା ଦଶମ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ ଅଫିସର ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସଚିବଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚିତ ହୋଇଛି । ଚଳିତ ଥର ମାଟ୍ରିକରେ ୯୪.୯୩ ପ୍ରତିଶତ ରେଜଲ୍ଟ ହୋଇଛି । ପୁଅଙ୍କ ପାସ ହାର ୯୪ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀ ବୋର୍ଡର ଅଫିସିଆଲ […]

ଓଡିଶା

ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ହିନ୍ଦୋଳ ପାଇଁ ଗୌରବ ଆଣିଲେ ଭବିଷ୍…

ହିନ୍ଦୋଳ, ୦୧/୦୬ : ଚଳିତ ବର୍ଷ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷାରେ ହିନ୍ଦୋଳ ଉପଖଣ୍ଡରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି ହିନ୍ଦୋଳ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଭବିଷ୍ ରଞ୍ଜନ ମହାନ୍ତି । ଭବିଷ୍ ହିନ୍ଦୋଳ ଉପଖଣ୍ଡ ତଥା ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଥିବାରୁ ସବୁ ମହଲରୁ ତାଙ୍କୁ ସ୍ୱାଗତ ଓ ଅଭିନନ୍ଦନର ସୁଅ ଛୁଟୁଛି । ଭବିଷ୍ ୨୦୨୪ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସମୁଦାୟ ୬୦୦ ନମ୍ବରରୁ ୫୫୦ ନମ୍ବର (୯୨%) ରଖି କୃତିତ୍ୱ […]

ଓଡିଶା

ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୯୦.୫୫%

ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଫଳାଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଥିବା ଜଣାପଡିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ମୁଖ୍ୟତଃ ତିନୋଟି ପଦ୍ଧତିରେ କରାଯାଇଛି । ପ୍ରଥମ ପଦ୍ଧତିରେ ଫର୍ମେଟିଭ ଆସେସମେଣ୍ଟ ଓ ସମେଟିଭ ୧ ପରୀକ୍ଷାର ମାର୍କକୁ ଗ୍ରହଣ କରାଯାଇ ତାହାକୁ ଦ୍ଵିଗୁଣିତ କରାଯାଇ ପରୀକ୍ଷା ଫଳ ପ୍ରସ୍ତୁତ ହୋଇଛି […]