ଦେଶ ବିଦେଶ

ଆମେରିକାରେ ଝଲସିଲା ଭାରତୀୟ ପରମ୍ପରା । ମୋଦିଙ୍କ ପାଦ ଛୁଇଁଲେ ଆମେରକୀୟ ସିଙ୍ଗର ମ୍ୟାରୀ ମିଲବେନ୍

ବ୍ୟୁରୋ ରିପୋର୍ଟ : ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ଆମେରକୀୟ ସିଙ୍ଗର ମ୍ୟାରୀ ମିଲବେନ୍ । ମ୍ୟାରୀଙ୍କ କଣ୍ଠରେ ଶୁଣିବାକୁ ମିଳିଲା ଭାରତର ଜାତୀୟ ସଙ୍ଗୀତ “ଜନ-ଗଣ-ମନ” । ତାହା ପୁଣି ଅତି ଚମତ୍କାର କଣ୍ଠ ସ୍ୱରରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ଆମେରିକାବାସୀଙ୍କ ମନ ଜିତିନେଇଛନ୍ତି । ୱାଶିଂଟନ୍ ରୋନାଲ୍ଡ ରିଗନ୍ ସେଣ୍ଟରରେ ଆମେରିକୀୟ ଭାରତୀୟଙ୍କୁ ସମ୍ବୋଧନ କରୁଥିଲେ ମୋଦି । କାର୍ଯ୍ୟକ୍ରମ ଶେଷରେ ଆମେରିକାର […]