ସ୍ବାମୀକୁ ରୋଗଶଯ୍ୟାରେ ଛାଡି ପ୍ରେମିକ ପାଖରେ ଅୟସ କରୁଛି ସ୍ବାମୀଛଡା ପ୍ରେମିକା
ବାଲିଆପାଳ (ଚନ୍ଦନ କୁମାର ଅଣ୍ଡିଆ): ଯାହାକୁ ସାତ ଜନ୍ମର ସାଥୀ କରିଥିଲେ, ଆଜି ତାକୁ ରୋଗଶଯ୍ୟାରେ ଛାଡି ପ୍ରେମିକ ପାଖରେ ଅୟସ କରୁଛି ପ୍ରେମିକା । ସ୍ବାମୀ ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସ୍ତ୍ରୀ ଆଉ କାହା ହାତ ଧରି ସୁଖର ସଂସାର ଗଢୁଛି । ସ୍ବାମୀର ଅସମୟରେ ଯେଉଁଠି ସ୍ୱାମୀର ସାହାରା ପାଲଟିବା କଥା, ସ୍ୱାମୀର ଲମ୍ବା ଆୟୁଷ ପାଇଁ ପୂଜା କରିବା କଥା, ସେ ସମୟରେ ନିଜ ସ୍ୱାମୀ ପାଖରୁ […]