ଓଡିଶା

ସାରାବଙ୍ଗ ଗାଁରେ ଲାଗିଛି ମାଓପୋଷ୍ଟର ଓ ବ୍ୟାନର; ପିଏଲଜିଏ ସପ୍ତାହ ପାଳନ କରିବାକୁ ମାଓବାଦୀଙ୍କ ଆହ୍ୱାନ…

ନୂଆପଡ଼ା, ୨/୧୨ (କୀର୍ତ୍ତି ଚନ୍ଦ୍ର ନାଗ) : ନୂଆପଡ଼ା ଥାନା ସାରାବଙ୍ଗ ଗାଁରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ଆହ୍ୱାନ କରିଛନ୍ତି । ମାଓ ବ୍ୟାନରକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଶନିବାର ସାରାବଙ୍ଗ ଗାଁ ମୁଣ୍ଡ ଶିବ ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ମଦଭାଟି ଓ ବିଦ୍ୟୁତ ଖୁଣ୍ଟ ଭଳି ୪ଟି ସ୍ଥାନରେ ମାଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି […]

ଓଡିଶା

ନୂଆପଡାରେ ମାଓବାଦୀଙ୍କ ବର୍ବର କାଣ୍ଡ…

ନୂଆପଡ଼ା : ନୂଆପଡାରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ବର୍ବର କାଣ୍ଡ । ଜେସିବି ପୋଡିବା ସହ ଉଡ଼ାଇ ଦେଲେ ଫରେଷ୍ଟ କ୍ୱାଟର । ଗୁରୁବାର ବିଳମ୍ବିତ ରାତିରେ ନୂଆପଡ଼ା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା କେରମେଲି ପଞ୍ଚାୟତ ଗୋଳାବନ୍ଧ ଗାଁରେ ଏଭଳି ଘଟଣା ଘଟାଇ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଏହାସହ ଘଟଣା ସ୍ଥଳରେ ୮ଟି ପଲିଥିନରେ ଲାଲ୍ ରଙ୍ଗର ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି । ଏଥିରେ କେନ୍ଦ୍ର ଓ […]