ସକାଳେ ଶଙ୍ଖ ଛାଡିଲେ, ଏବେ ଫୁଲ ଧରିଲେ ଭୁବନେଶ୍ବର କର୍ପୋରେଟର
ସକାଳେ ବିଜେଡି ଛାଡ଼ିଲେ କର୍ପୋରଟର । ଆଉ ଏବେ ବିଜେପି ଶିବିରେ ବିଧିବଦ୍ଧ ଭାବେ ଫୁଲ ଧରିଛନ୍ତି ଭୁବନେଶ୍ୱର ୩୭ ନମ୍ୱର ୱାର୍ଡର କର୍ପୋରେଟର ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ଅର୍ଜୁନ ବେହେରା । ଶୁକ୍ରବାର ସକାଳେ ବନ୍ଦିତା ଏବଂ ତାଙ୍କ ସ୍ବାମୀ ବିଜେଡିରୁ ଇସ୍ତଫା ଦେଇଥିଲେ । ଭାଜପା ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ୍ ହୋଇଛନ୍ତି । ସ୍ୱାଧୀନ ଭାବେ ବିଜୟୀ ହେବା ପରେ ବିଜେଡିରେ ସାମିଲ ହୋଇଥିଲେ ବନ୍ଦିତା […]