ସସ୍ପେନ୍ସର ଅନ୍ତ ଘଟାଇ କଂଗ୍ରେସ ଘୋଷଣା କଲା ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାମ
ନାମାଙ୍କନର ଶେଷ ଦିନରେ କଂଗ୍ରେସ ତା’ର ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବ୍ରହ୍ମପୁର ମେୟର ପଦବୀ ପାଇଁ କଂଗ୍ରେସ ମଞ୍ଜୁ ରଥଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ଚଳିତ ଥର ଜଣେ ଗୃହିଣୀଙ୍କ ଉପରେ ଭରସା ଦେଖାଇଛି କଂଗ୍ରେସ । ତେବେ ପୂର୍ବରୁ ବିଜେଡି ଓ ବିଜେପି ତାଙ୍କ ମେୟର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ସବୁ ସସ୍ପେନ୍ସର ଅନ୍ତ ଘଟାଇ ଶେଷ ଦିନରେ କଂଗ୍ରେସ ନିଜର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା […]