ମଣିପୁରର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳା…
ମଣିପୁର : ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳା । ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ନିଷ୍ପତ୍ତି ନେଇଥିଲେ ଯେ ସେ ଇମ୍ଫାଲ ସ୍ଥିତ ରାଜଭବନ ଯାଇ ରାଜ୍ୟପାଳ ଅନସୂୟା ଉଇକେଙ୍କୁ ସାକ୍ଷାତ କରିବେ । ଏହା ସାକ୍ଷାତ ସମୟରେ ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିବେ । ହେଲେ ତାଙ୍କ ଘର ବାହାରେ ମହିଳା ଓ ସମର୍ଥକଙ୍କ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା । ସେମାନେ ମୁଖ୍ୟମନ୍ତ୍ରୀ ବୀରେନ […]