ମଣିପାଲ୍ ହସ୍ପିଟାଲସ୍ ଭୁବନେଶ୍ୱରରେ ଆରମ୍ଭ ହେଲା ବୋନ୍ କ୍ୟାନସର ଚିକିତ୍ସା…
ପରାମର୍ଶ ଦେବେ ଦେଶର ଅଭିଜ୍ଞ ଅର୍ଥୋପେଡିକ୍ ଅଙ୍କୋଲଜିଷ୍ଟ୍ ଡାକ୍ତର ଶ୍ରୀମନ୍ଥ ବି.ଏସ୍ଭୁବନେଶ୍ୱର, (ଏଫ୍ଟୁଏସ୍) : ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ବୋନ୍ କ୍ୟାନସର ଚିକିତ୍ସା ପାଇଁ ଆଉ ଯିବାକୁ ପଡିବ ନାହିଁ ରାଜ୍ୟ ବାହାରକୁ । ରାଜଧାନୀ ଖଣ୍ଡଗିରି ନିକଟରେ ଥିବା ମଣିପାଲ୍ ହସ୍ପିଟାଲସ୍ ଭୁବନେଶ୍ୱରଠାରେ ଆରମ୍ଭ ହେଲା ବୋନ୍ କ୍ୟାନସର ବା ଅସ୍ଥିଶଲ୍ୟ କର୍କଟ ରୋଗର ଚିକିତ୍ସା । ଦେଶର ବରିଷ୍ଠ ଅର୍ଥୋପେଡିକ୍ ଅଙ୍କୋଲଜିଷ୍ଟ୍ ଡାକ୍ତର ଶ୍ରୀମନ୍ଥ ବି.ଏସ୍. ଆସନ୍ତା ୧୯ ତାରିଖ (ଗୁରୁବାର) […]