ଓଡିଶା ବ୍ୟବସାୟ

ଆରମ୍ଭ ହେବାକୁ ଯାଉଛି ମଣିପାଲ ହସ୍ପିଟାଲର ଲିଭର କ୍ଲିନିକ୍…

ଭୁବନେଶ୍ବର: ଜୁଲାଇ ୧୫ରେ ମଣିପାଲ ହସ୍ପିଟାଲର ଲିଭର କ୍ଲିନିକ୍ ଆରମ୍ଭ ହେବାକୁ ଯାଉଛି । ଏହି ସ୍ୱତନ୍ତ୍ର କ୍ଲିନିକ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ଜିଆଇ ସର୍ଜରୀ ଏବଂ ଯକୃତ ପ୍ରତିରୋପଣ ବିଶେଷଜ୍ଞ ପ୍ରମୁଖ ରହିବେ । ଯକୃତ ରୋଗୀମାନେ ଡାକ୍ତରଙ୍କଠାରୁ ବିଶେଷଜ୍ଞ ପରାମର୍ଶ ଗ୍ରହଣ କରିବା ସହ ରୋଗର ନିରାକରଣ ଦିଗରେ ସୁବିଧା ପାଇବେ । ଏହି ଲିଭର କ୍ଲିନିକରେ ରୋଗୀମାନଙ୍କୁ ଡାକ୍ତରୀ ବିଶେଷଜ୍ଞ ଟିମଠାରୁ ସମ୍ପୂର୍ଣ୍ଣ ପରାମର୍ଶ ପାଇ ପାରିବେ । ଏଠାରେ  ହେପାଟାଇଟିସ୍, ସିରୋସିସ୍, ଫ୍ୟାଟି ଲିଭର […]

ଓଡିଶା ଯ଼ୋଗାଯ଼ୋଗ

ଜୀବନରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଆମ୍ବୁଲାନ୍ସ…

ମଣିପାଲ ହସ୍ପିଟାଲ ପକ୍ଷରୁ ବିଶାଳ ଆମ୍ବୁଲାନ୍ସ ରାଲିଭୁବନେଶ୍ୱର, ୨୭/୦୫ : ଓଡ଼ିଶାରେ ପ୍ରଥମ ଥର ପାଇଁ ମଣିପାଲ ହସ୍ପିଟାଲ ପକ୍ଷରୁ ଏକ ବିଶାଳ ଆମ୍ବୁଲାନ୍ସ୍ ରାଲିର ଆୟୋଜନ କରାଯାଇଛି । ଏଥିରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ୫୦ରୁ ଉର୍ଦ୍ଧ୍ୱ ଅତ୍ୟାଧୁନିକ ଆମ୍ବୁଲାନ୍ସ୍କୁ ବ୍ୟବହାର କରାଯାଇଥିଲା । ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସକୁ ଡାକିବା ସମୟରେ ଗ୍ରହଣ କରିବାକୁ ଥିବା ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ବିଷୟରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି ରାଲିର ଆୟୋଜନ କରାଯାଇଛିି । ଏହି […]

ଓଡିଶା

ଆମ୍ରୀ ନୁହେଁ ଏବେଠୁ ମଣିପାଲ୍ ହସ୍ପିଟାଲ୍ସ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରୀ ହସ୍ପିଟାଲକୁ ସଫଳତାର ସହ ନିଜ ବ୍ରାଣ୍ଡରେ ସାମିଲ କରିଛି ଭାରତର ଦ୍ୱିତୀୟ ବୃହତ୍ତମ ଡାକ୍ତରଖାନା ମଣିପାଲ ହସ୍ପିଟାଲ । ଚଳିତ ମେ’ ୨୨ ତାରିଖରୁ ଏହି ହସ୍ପିଟାଲ୍ ଏହାର ବିଭିନ୍ନ ସେବାଗୁଡିକୁ ମଣିପାଲ ହସ୍ପିଟାଲର ମାନଦଣ୍ଡ ଅନୁଯାୟୀ ପ୍ରଦାନ କରୁଛି, ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବାର ରୂପାନ୍ତରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ।ଏହି ଏକକୀକରଣ ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଯୁଗକୁ ସୂଚିତ […]