ଚାଷୀଙ୍କ ସମମ୍ୟାକୁ ନେଇ ଋଷିକୂଲ୍ୟା ରୟତ ମହାସଭାର ଦାବି
ବେଗୁନିଆପଡା: ଧାନମଣ୍ଡି ସମସ୍ୟାକୁ ନେଇ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ଦିନ ହେଲା ଚାଷୀ ଧାନ ଅମଳ କରି ଆନ୍ଧ୍ର ବେପାରୀଙ୍କୁ ବିକ୍ରୟ କରୁଥିଲେ ମଧ୍ୟ ସରକାର ଧାନ ମଣ୍ଡି ଖୋଲୁନ ଥିବାରୁ ଋଷିକୂଲ୍ୟା ରୟତ ମହାସଭା ବେଗୁନିଆପଡା ଶାଖା ତରଫରୁ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି । ସେମାନଙ୍କ ଦାବି ହେଲା ବ୍ଲକରେ ଧାନ ମଣ୍ଡି ସମ୍ବନ୍ଧୀୟ ବୈଠକରେ ସରକାରୀ ନିୟମ ଅନୁସାରେ […]