ଓଡିଶା

ଭୁବନେଶ୍ୱରରେ ଏନସିସିବିଏମ୍ ନୂତନ ବିଲ୍ଡିଂର ଶିଳାନ୍ୟାସ । ଏନସିସିବିଏମ୍ ଏକ ସ୍ୱୟଂ ଶାସିତ ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ

ସ୍ଥାନୀୟ ମଂଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଠାରେ ନ୍ୟାସନାଲ କାଉନସିଲ୍ ଫର୍ ସିମେଣ୍ଟ ଆଣ୍ଡ ବିଲ୍ଡିଂ ମେଟରିଆଲ୍ସ (ଏନସିସିବିଏମ୍)ର ସମ୍ପ୍ରସାରଣ ପାଇଁ “ରିସର୍ଚ୍ଚ ଆଣ୍ଡ ଲାବୋରଟୋରୀ” ବିଲ୍ଡିଂର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଓଡିଶା ଇଣ୍ଡଷ୍ଟ୍ରିଜ୍ ଏନସିସିବିଏମ୍ ମହାନିର୍ଦ୍ଦେଶକ ଡ. ବିବେକାନନ୍ଦ ମହାପାତ୍ର, ଏନସିସିବିଏମ୍ ସଚିବ ଡ. ଏସ୍ କେ ଚର୍ତୁବେଦୀ, ହାଇଦ୍ରାବାଦ ଏବଂ ଭୁବନେଶ୍ୱର ଏନସିସିବିଏମ୍ […]