ମମତା ପିଏ ସୂର୍ଯ୍ୟନାରାୟଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ !
କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗରେ ବହୁ ଘୋଟଲା ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏ ନେଇ AICWCର ରାଜ୍ୟ ଉପସଭାପତିଙ୍କ ନିକଟରେ ଫେରାଦ ହୋଇଛନ୍ତି ଅଚଂଳବାସୀ । ଦୀର୍ଘ ବର୍ଷ ଧରି ରହିଥିବା ମମତା ପିଏ ସୂର୍ଯ୍ୟନାରାୟଣଙ୍କୁ ନୂତନ ଜିଲ୍ଲାପାଳଙ୍କ ଛାଟ କେବେ ପଡିବ ତାହାକୁ ନେଇ ପ୍ରଶ୍ନ ଉଠିଛି ? ଛତୁଆ ନିର୍ମାଣକାରୀଙ୍କଠାରୁ ଭିତିରିଆ ଲାଞ୍ଚ ନେଇ ଦୁର୍ନୀତିରେ ଲିପ୍ତ ଥିବା ମମତା ପିଏ ସୂର୍ଯ୍ୟନାରାୟଣ […]