ମାଲାବାରରେ ଭାରତୀୟବଧୂ ଉତ୍ସବ…
ଭୁବନେଶ୍ୱର, (ଏଫ୍ଟୁଏସ୍) : ମାଲାବାର ଗୋଲ୍ସ ଆଣ୍ଡ ଡାଇମଣ୍ଡ ଭାରତରେ ଥିବା ଏହାର ସମସ୍ତ ଆଉଟଲେଟ୍ରେ ଆକର୍ଷଣୀୟ ଅଫର ସହିତ ବ୍ରାଇଡ୍ସ ଅଫ୍ ଇଣ୍ଡିଆ ନାମରେ ବିଶେଷ ପ୍ରଦର୍ଶନୀ ଶୁଭାରମ୍ଭ କରିଛି । ସହିଦ ନଗର ସ୍ଥିତ ମାଲାବାର ଶୋ’ରୁମରେ ଏହି ପ୍ରଦର୍ଶନୀକୁ ଫେସନ ଡିଜାଇନର ଜୁବିନା ଅଲି ଉଦ୍ଘାଟନ କରିଥିଲେ । ପ୍ରଦର୍ଶନୀରେ ସୁନା, ହୀରା, ପୋଲକି, ମୂଲ୍ୟବାନ ରତ୍ନ ଆଦିରେ ସ୍ୱତନ୍ତ୍ର ବିବାହ ଅଳଙ୍କାର ସଂଗ୍ରହ ପ୍ରଦର୍ଶିତ ହୋଇଛି । ଏହି ଅବସରରେ ବିଭିନ୍ନ […]