କ୍ୟାଡର ମାଓବାଦୀ ସାମାୟଙ୍କ ଆତ୍ମସମର୍ପଣ…
କନ୍ଧମାଳ, ୦୮/୫ : ସାଧାରଣ ନିର୍ବାଚନ ପାଇଁ ମତଦାନ ପାଖେଇ ଆସୁଥିବା ବେଳେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୁଲିସ ପକ୍ଷରୁ ଅପରାଧୀକ କାର୍ଯ୍ୟକଳାପ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଛି । ମାଓ ଇଲାକା ମାନଙ୍କରେ ଅପରେସନକୁ ଜୋରଦାର କରାଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ କରାଇବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରହିଛି । ଏ ପରିପ୍ରେକ୍ଷୀରେ କନ୍ଧମାଳର ପୁଲିସକୁ ମିଳିଛି ଏକ ବଡ଼ ସଫଳତା । କ୍ୟାଡର ମାଓବାଦୀ ତଥା କେକେବିଏନ ସଙ୍ଗଠନର […]