ଓଡିଶା

ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ, ଜିଏସପି ପାୱାର ପ୍ରୋଜେକ୍ଟସ ଜେନେରେଟର ସେଟ୍ ଉନ୍ମୋଚିତ…

ଭୁବନେଶ୍ୱର, ୨୨/୦୬ : ଜିଏସପି ପାୱାର ପ୍ରୋଜେକ୍ଟ ହେଉଛିି ପ୍ରମୁଖ ଡିଜେଲ ଜେନେରେଟର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ । ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ ଏହାର ସିପିସିବିଆଇଭି+ଏମିଶନ୍ ଷ୍ଟାଣ୍ଡାର୍ଡ କମ୍ପଲିଆଣ୍ଟ ରେଞ୍ଜର ଡିଜେଲ ଜେନେରେଟର ସେଟ୍ ଉନ୍ମୋଚନ କରିଛି । ସିପିସିବିଆଇଭି+ଜେନସେଟ୍ ରିଟେଲ ସେଲ୍ସର ଜେନେରାଲ ମ୍ୟାନେଜର, ସୁମିତ ଗୁପ୍ତା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ରିଜିଓନାଲ୍ ସେଲ୍ସ ମ୍ୟାନେଜର, ସୁଶାନ୍ତ ଦାସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ, ଓଡିଶା, ଏରିଆ ସେଲ୍ସ ମ୍ୟାନେଜର, ରବି ଶଙ୍କର […]