ଓଡିଶା

ହିନ୍ଦୋଳ ବ୍ଲକରେ ପୂଜ୍ୟପୂଜାଙ୍କୁ ଅସମ୍ମାନ

ଶୌଚାଳୟ ପାର୍ଶ୍ୱରେ ଅବହେଳିତ ଅବସ୍ଥାରେ ରହିଛି ଜାତିର ଜନକ ଓ ଓଡିଶାର ବରପୁତ୍ରଙ୍କ ତୈଳଚିତ୍ରଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ବରପୁତ୍ରଙ୍କୁ ଅସମ୍ମାନ । ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ପୂର୍ବ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତଙ୍କ ଉଦ୍ୟମରେ ବ୍ଲକର ନବୀକରଣ ହୋଇ ଭବ୍ୟ କାର୍ଯ୍ୟାଳୟ ନିର୍ମାଣ ସହ ନିର୍ମିତ ହୋଇଥିଲା ବିଜୁ ସଭାଗୃହ । ଚଳିତ ନିର୍ବାଚନ ପୂର୍ବରୁ ଏହି ସଭାଗୃହରେ ପୂଜା ପାଉଥିଲେ ଜାତିର […]

ଓଡିଶା

ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କୁ ମନେପକାଇଛନ୍ତି ଦେଶବାସୀ…

ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କୁ ମନେପକାଇଛନ୍ତି ଦେଶବାସୀ । ଜାତିର ପିତା ମୋହନ ଦାସ କରମ ଚାନ୍ଦ ଗାନ୍ଧିଙ୍କ ଆଜି ୧୫୫ତମ ଜନ୍ମ ଦିବସ । ଏହି ଅବସରରେ ବାପୁଙ୍କୁ ମନେ ପକାଇ ସମଗ୍ର ଦେଶରେ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ଦିଲ୍ଲୀ ରାଜଘାଟ ସ୍ଥିତ ବାପୁ ସ୍ମୃତି ପୀଠରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଜିର ଦିନକୁ ସ୍ୱଚ୍ଛ ଭାରତର ସଫଳତା ଦିବସ ଭାବେ ପାଳନ କରାଯାଉଛି । […]

ଓଡିଶା

ଅଳକା ଆଶ୍ରମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବ ରଥ

ଜଗତସିଂହପୁର (ରୀତା ସାହୁ): ଅଳକା ଆଶ୍ରମ ପାଳନ କରୁଛି ତାର ଶତବାର୍ଷିକୀ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ଯୋଗ ଦେଇ ଆଶ୍ରମର ଏକ ରଥକୁ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ୮ଟି ବ୍ଳକ ବୁଲିବା ସହିତ ଅଳକା ଆଶ୍ରମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବ । କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଳକା ଆଶ୍ରମର ଆବାହକ ଦେବେନ୍ଦ୍ର ରାଉତ, ଭଗବାନ ଦାଶ, ଉତ୍କଳ ରଂଜନ ମହାନ୍ତି, ଜିଲ୍ଲା […]