ଟ୍ରେଣ୍ଟିଂ ଦେଶ ବିଦେଶ

ମହାରାଷ୍ଟ୍ରରେ ତାଣ୍ଡବ କରୁଛନ୍ତି ଶିବସେନା କର୍ମୀ…

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ସୁରକ୍ଷା ନେଇ ବିରୋଧୀ ନେତାଙ୍କ ଚିନ୍ତା ବଢିଛି । ମହାରାଷ୍ଟ୍ରରେ ଶିବସେନାରେ ସୃଷ୍ଟି ହୋଇଥିବା ବିଦ୍ରୋହର ଝଡ଼ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି । ସେମାନଙ୍କୁ ଉଦ୍ଧବ କ୍ୟାମ୍ପ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବୁଝୁ ନ ଥିବା ସୂଚନା ମିଳିଛି । […]