ନୂଆ ମୋଡ଼ ନେଇଛି ବହୁ ଚର୍ଚ୍ଚିତ ମାହାଙ୍ଗା ଶୁଖୁଆପଡା ନାବାଳିକା ମୃତ୍ୟୁ ଘଟଣା…
ମାହାଙ୍ଗା : ବହୁ ଚର୍ଚ୍ଚିତ ମାହାଙ୍ଗା ଶୁଖୁଆପଡା ନାବାଳିକା ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି । ମୃତାଙ୍କୁ ନ୍ୟାୟ ଏବଂ ଘଟଣାର ସତ୍ୟାସତ୍ୟ ଉନ୍ମୋଚନକୁ ନେଇ ଚାଲିଛି ଲଢେଇ । ମୃତାଙ୍କ ଚିଠି ଏବଂ ପୂର୍ବତନ ମାହାଙ୍ଗା ପଞ୍ଚାୟତ ସମିତି ଅଧକ୍ଷ ଶରତ ନାୟକଙ୍କ ଅଡିଓ ଭାଇରାଲ ହେବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ବିଭିନ୍ନ ସଂଗଠନ । ଅଡିଓରେ ସତୁରି ହଜାର ଟଙ୍କା ମାଗିବା ଏବଂ ଶବକୁ ପୋଡ଼ି […]