ନୃତାଙ୍ଗ ସରପଞ୍ଚ ରମାକାନ୍ତ ବରାଳଙ୍କ ପରଲୋକ
କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୁର୍ବତନ ଅଧକ୍ଷ ସ୍ବର୍ଗତଃ କୁଳମଣୀ ବରାଳଙ୍କ ସୁପୁତ୍ର ତଥା ନୃତାଙ୍ଗ ପଞ୍ଚାୟତର ସରପଞ୍ଚ ରମାକାନ୍ତ ବରାଳଙ୍କ ପରଲୋକ ହୋଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏହି ଖବର ଜଣାପଡିବା ପରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ରମାକାନ୍ତଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶତାଧିକ ଲୋକ ତଥା ରମାକାନ୍ତଙ୍କ ଶୁଭେଚ୍ଛୁ ତାଙ୍କ ବାସଭବନରେ ପହଞ୍ଚି […]