ପୋଖରୀରେ ବୁଡି ହାସ୍ୟ କଳାକାରଙ୍କ ଦେହାନ୍ତ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…
ସାଲେପୁର (ଅଭୟ ଜେନା): ଆଉ ଶୁଭିବନି ହାସ୍ୟ ଅଭିନେତାଙ୍କ ଗୁଞ୍ଜନ । ପୋଖରୀରେ ବୁଡି ହାସ୍ୟ ଅଭିନେତା ଦର୍ଶନ ଜେନାଙ୍କର ମୃତ୍ୟୁ । ମାହାଙ୍ଗା ଥାନା ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚାଳର କୁହୁଣ୍ଡା ପଞ୍ଚାୟତ ଅମିନାବାଦ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା l କୁହୁଣ୍ଡା ଗାଁର ଶନିଶ୍ଚର ମନ୍ଦିର ନିକଟରେ ଥିବା ପୋଖରୀରୁ ଦର୍ଶନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଦର୍ଶନଙ୍କ ଗୋଡ ଖସିଯିବାରୁ ସେଠାରେ ତାଙ୍କର ମୃତ୍ୟୁ […]